Report Card Odisha

| Daily Odia News

IPSଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ୍……

ରିପୋର୍ଟ କାର୍ଡ / କଟକ

ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର୍ ଲୁଟ୍ ମାମଲା । ସାଇବର୍ ଲୁଟେରା ମାନେ ନୂଆ ନୂଆ ଉପାୟରେ ଲୁଟ୍ କରିଛନ୍ତ | ବରିଷ୍ଠଳ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ ହୋଇଥିବା ମାମଲା ସାମ୍ନାକୁ ଆସିଛି । ୨ ବର୍ଷରେ ପ୍ରାୟ ୧୦ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଠକେଇ ମାମଲାକୁ ନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାକୁ ନେଇ ଛାନଭିନ୍ ଜାରି ରଖିଛି ପୋଲିସ ।

 

 

Breaking News