ରିପୋର୍ଟ କାର୍ଡ / କଟକ
ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର୍ ଲୁଟ୍ ମାମଲା । ସାଇବର୍ ଲୁଟେରା ମାନେ ନୂଆ ନୂଆ ଉପାୟରେ ଲୁଟ୍ କରିଛନ୍ତ | ବରିଷ୍ଠଳ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ ହୋଇଥିବା ମାମଲା ସାମ୍ନାକୁ ଆସିଛି । ୨ ବର୍ଷରେ ପ୍ରାୟ ୧୦ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଠକେଇ ମାମଲାକୁ ନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାକୁ ନେଇ ଛାନଭିନ୍ ଜାରି ରଖିଛି ପୋଲିସ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..