ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ହୁହୁ ହୋଇ ବଢିଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପରିସ୍ଥିତିରେ ବାରମ୍ବାର କେନ୍ଦ୍ର -ରାଜ୍ୟ ସରକାର କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି । ତେବେ ଏହା ମଧ୍ୟରେ ପଟିଆଲା ମେଡିକାଲ କଲେଜ୍ ର ଏକାବେଳକେ ୧୦୦ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର ଭର୍କା ସୂଚନା ଦେଇଛନ୍ତି । ଏତେ ସଂଖ୍ୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାପରେ କଲେଜ୍ ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।






More Stories
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……