ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓମିକ୍ରନ୍ କୁ ନେଇ ଭୟବିତ୍ତ ଥିବା ବେଳେ ବାହାରିଲା ପ୍ରତିଷେଧକ ଟୀକା |କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଭାରତରେ ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଛି । ପୁଣେର ଔଷଧ ନିର୍ମାତା ଜେନୋଭା ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ଓମିକ୍ରନ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏହି ଭ୍ୟାକ୍ସିନ୍ ଖୁବଶୀଘ୍ର ହ୍ୟୁମ୍ୟାନ୍ ଟ୍ରାଏଲ୍ ଆରମ୍ଭ ହେବ । ଏହାର ନାମ ରହିଛି ଓମିକ୍ରମ୍ ଭାରିଆଣ୍ଟ୍-ସ୍ପେଶିଫିକ୍ ଭ୍ୟାକ୍ସିନ୍ । ତେବେ ଏହାର ଦୁଇଟି ପର୍ଯ୍ୟାୟ ଟ୍ରାୟଲ ସରିଛି । ଶେଷ ପର୍ଯ୍ୟାୟର ଟ୍ରାଏଲ ପାଇଁ ଅପେକ୍ଷାରେ ରହିଛି । ଭାରତ ସରାକର ଏହାକୁ ମଞ୍ଜୁରୀ ପ୍ରଦାନ କଲେ ଏହା ଟ୍ରାୟଲ କରାଯିବ । ସୂଚନା ମୁତାବକ, ଏହି ଭ୍ୟାକ୍ସିନ ଶକ୍ତିଶାଳୀ । ଆମ ଶରୀରର ଆଣ୍ଟିବଡ଼ି ସସୃଷ୍ଟି କରିବାରେ ଏହା ବହୁ ସହାୟକ ହେବ ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..