ରିପୋର୍ଟ କାର୍ଡ / ପୁରୀ
ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ବୋମାମାଡ଼ ହୋଇଛି । ଦୁର୍ବୃତ୍ତ କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଥିବା ସୂଚନା ମିଳୁଛି | ମିଳିଥିବା ସୂଚନା ଅନୁସରେ- ୩ଟି ବୋମା ମାଡ ହୋଇଥିବା ବେଳେ ଗୋଟିଏ ଫୁଟିଛି ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି । ତେବେ ଏହି ବୋମାମାଡ଼ କେଉଁ ମାନେ କରିଛନ୍ତି | କେଉଁ କାରଣ ପାଇଁ ବୋମାମାଡ଼ ହୋଇଛି | ଏହି ଘଟଣରେ କେତେ ଜଣ ସଂପୃକ୍ତ ରହିଛନ୍ତି ସେନେଇ ପୋଲିସ୍ ତଦନ୍ତ ଚଳାଇଛି |






More Stories
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..