ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଜଣେ ମହିଳା ୧୪ ବର୍ଷୀୟ ସମ୍ପର୍କୀୟ ସହିତ ଅବୈଧ ସମ୍ପର୍କ ରଖୁଥିବା ବେଳେ ଏହାକୁ ଦେଖି ନେଇଥିଲା ୧୦ ବର୍ଷର ଶିଶୁ । କାଳେ ଘର ଲୋକଙ୍କ ଆଗରେ ଏ ସମ୍ପର୍କ ବିଷୟରେ କହିଦେବ, ଉଭୟ ମିଶି ଶିଶୁଟିର ତଣ୍ଟି ଚିପି ହତ୍ୟା କରିଥିଲେ। ଏଭଳି ଘଟଣା ଘଟିଛି ରାଜସ୍ଥାନର ଜୈସଲମେରରେ । ୯ ତାରିଖରେ ଉଭୟଙ୍କୁ ଦେଖି ଦେଇଥିଲେ ପୁଅ । ଏହାପରେ ଉଭୟ ଶିଶୁ ଟିକୁ ହତ୍ୟା କରି ଏକ କୂଅରେ ଫୋପାଡି ଦେଇଥିଲେ । ୧୦ ତାରିଖରେ ମୃତ ଦେହ ମିଳିଥିଲା । ଉଭୟଙ୍କୁ ସନ୍ଦେହ କରି ପୋଲିସ ପଚରା ଉଚୁରା କରିଥିଲା । ପଚରା ଉଚୁରା ସମୟରେ ଉଭୟ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……