ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କର ରେଜଲ୍ଟ ସେମାନଙ୍କର ସ୍କୁଲମାନଙ୍କରେ ଉପଲବ୍ଧ ହେବ । ଗତ ନଭେମ୍ବର ମାସ ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ସିବିଏସଇ ଟର୍ମ-୧ ପରୀକ୍ଷା ହୋଇଥିଲା । ତେବେ ଟର୍ମ ୨ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ଏକ ଡାଟାବେସ୍ ପ୍ରକାଶ ପାଇଛି । ଟର୍ମ-୧ର ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କୁ ଟର୍ମ ୨ରେ ପରୀକ୍ଷା ଦେବାକୁ ଅନୁମତି ମିଳିବ । ଟର୍ମ ୧ ଓ ଟର୍ମ ୨ ରେଜଲ୍ଟ, ଇଣ୍ଟରନାଲ ଆସେସମେଣ୍ଟ, ପ୍ରାକ୍ଟିକାଲ ସ୍କୋରକୁ ନେଇ ଫାଇନାଲ ସ୍କୋର ଘୋଷଣା କରାଯିବ ।
More Stories
ଟି-ଶର୍ଟ ଖୋଲିକି ଆସିଲେ ସଂସଦ ଚାଲିବ:ଓମ ବିର୍ଲା…..
ମନ୍ଦିର ଉପରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ…..
୧ ରୁ ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ…..