ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଜେଇଇ ୨୦୨୨ ପାଇଁ ଅନ୍ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ପରୀକ୍ଷା ହେଇପାରେ ବୋଲି ସୂଚନା ରହିଛି। ତେବେ ପରୀକ୍ଷା ପାଇଁ ମାର୍ଚ୍ଚ ୧୪ରୁ ଏପ୍ରିଲ ୧୩ ଯାଏ ଆବେଦନ କରିପାରିବେ ଛାତ୍ରୀଛାତ୍ର।
More Stories
ସୂର୍ଯ୍ୟାସ୍ତ ପରେ ରଥ ଟଣା ଯାଇପାରିବ…..
୧୨ ଜିଲ୍ଲାରେ ପ୍ରବଳ ବର୍ଷୀବ…..
ଇରାନର ୧୪୦ ସ୍ଥାନକୁ କ୍ଷେପଣାସ୍ତ୍ର ମାଡ଼…..