ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ରୁଷ୍ । ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢେଇ ଜାରିରହିଛି | ରାଜଧାନୀ କିଭ୍ ଦଖଲ ଏକମାତ୍ର ଉଦ୍ଦେଶ୍ୟ ଥିବାରୁ ଏଠାରେ ଘନଘନ ଭୟଙ୍କର ମିସାଇଇ ମାଡ଼ କରୁଛି ରୁଷ୍। ରୁଷ ସୈନ୍ୟଙ୍କ ମିସାଇଇ ମାଡ଼ରେ ଆଜି ଭୋରୁ କିଭ୍ର ଏକ ଆପାଣ୍ଟମେଣ୍ଟ ବ୍ଲକରେ ଭୟଙ୍କର ନିଆଁ ଲାଗିଛି। ଓବଲନର ପଡ଼ୋଶୀରେ ଥିବା ଏକ ୯ ତାଲା ବିଲଡିଂ ଉପରେ ରୁଷ ସେନା କ୍ଷପଣାସ୍ତ୍ର ମାଡ଼ କରିଛି। ଫଳରେ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡ଼ିଛି। ଆଜି ଏଭଳି କାଣ୍ଡ ଘଟିଛି । କିଭ୍ ଇଣ୍ଡିପେଡେଣ୍ଟ ପକ୍ଷରୁ ଏହାହର ଭିଡିଓ ସହ ଟ୍ୱିଟ୍ କରାଯାଇଛି । ତେବେ ଏହି ଆକ୍ରମଣରେ କୌଣସି ମୃତାହତର ସୂଚନା ମିଳି ନାହିଁ। ସେପଟେ ୧୮ ଦିନ ହେଲାଣି ଜାରି ରହିଛି ୟୁକ୍ରେନ୍-ରୁଷ ଯୁଦ୍ଧ। ରୁଷ ପକ୍ଷରୁ ଆକ୍ରମଣକୁ ତୀବ୍ର କରାଯାଇଛି । ଏହାର ସୈନ୍ୟମାନେ ରାଜଧାନୀ କିଭ୍କୁ ଚାରିପଟୁ ଘେରାଉ କରି ରହିଛନ୍ତି | ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ରୁଷ୍। ରାଜଧାନୀ କିଭ୍ ଦଖଲ ଏକମାତ୍ର ଉଦ୍ଦେଶ୍ୟ ଥିବାରୁ ଏଠାରେ ଘନଘନ ଭୟଙ୍କର ମିସାଇଇ ମାଡ଼ କରୁଛି ରୁଷ୍। ରୁଷ ସୈନ୍ୟଙ୍କ ମିସାଇଇ ମାଡ଼ରେ ଆଜି ଭୋରୁ କିଭ୍ର ଏକ ଆପାଣ୍ଟମେଣ୍ଟ ବ୍ଲକରେ ଭୟଙ୍କର ନିଆଁ ଲାଗିଛି।ଓବଲନର ପଡ଼ୋଶୀରେ ଥିବା ଏକ ୯ ତାଲା ବିଲଡିଂ ଉପରେ ରୁଷ ସେନା କ୍ଷପଣାସ୍ତ୍ର ମାଡ଼ କରିଛି। ଫଳରେ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡ଼ିଛି। ଆଜି ଭୋରୁ ୫ଟାରେ ଏହା ଘଟିଛି। କିଭ୍ ଇଣ୍ଡିପେଡେଣ୍ଟ ପକ୍ଷରୁ ଏହାହର ଭିଡିଓ ସହ ଟ୍ୱିଟ୍ କରାଯାଇଛି । ତେବେ ଏହି ଆକ୍ରମଣରେ କୌଣସି ମୃତାହତର ସୂଚନା ମିଳି ନାହିଁ। ସେପଟେ ୧୮ ଦିନ ହେଲାଣି ଜାରି ରହିଛି ୟୁକ୍ରେନ୍-ରୁଷ ଯୁଦ୍ଧ। ରୁଷ ପକ୍ଷରୁ ଆକ୍ରମଣକୁ ତୀବ୍ର କରାଯାଇଛି । ଏହାର ସୈନ୍ୟମାନେ ରାଜଧାନୀ କିଭ୍କୁ ଚାରିପଟୁ ଘେରାଉ କରି ରହିଛନ୍ତି
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..