ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ। ଆଜି ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି। ତେବେ ଦେଶରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବା ପରେ ବି ରାଜଧାନୀ କଲମ୍ବୋରେ ବିକ୍ଷୋଭ ପ୍ରଦର୍ଶନ ଥମିନି। ବିକ୍ଷୋଭକାରୀମାନେ ରାନିଲ ବିକ୍ରମସିଙ୍ଘେଙ୍କୁ ବିରୋଧ କରୁଛନ୍ତି। ସେପଟେ ଶପଥ ପାଠ ପରେ ଦେଶ କଠିନ ପରିସ୍ଥିତିକୁ ସାମ୍ନା କରୁଛି । ବିଗିଡ଼ିଥିବା ଅର୍ଥନୀତିରେ ସୁଧାରକୁ ପ୍ରଥମ ପ୍ରାଥମିକତା ଦେବି ବୋଲି ରାନିଲ କହିଛନ୍ତି।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..