ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଥିବା ବେଳେ ଏବେ ମତଗଣନା ଜାରି ରହିଛି । ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କଠାରୁ ବହୁ ଆଗରେ ଅଛନ୍ତି ଦ୍ରୌପଦୀ ମୁର୍ମୁ । ପ୍ରଥମ ରାଉଣ୍ଡର ଫଳାଫଳ ଆସିଛି ସାରିଛି। ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିବା ସୂଚନା ମିଳିଛି । ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପ୍ରଥମ ରାଉଣ୍ଡରେ ୨୦୮ ଭୋଟ୍ ମିଳିଛି । ଦ୍ରୌପଦୀ ମୁର୍ମୁ ଙ୍କୁ ମିଳିଥିବା ଭୋଟର ମୂଲ୍ୟ ୩ ଲକ୍ଷ ୭୮ ହଜାର ଟଙ୍କା ରହିଛି । ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟ୍ ର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଟଙ୍କା ରହିଛି । ତେବେ ସମୁଦାୟ ଭୋଟରୁ ୧୫ଟି ଭୋଟ୍ ନାକଚ ହୋଇଛି । ସମୁଦାୟ ଭୋଟରୁ ୧୫ଟି ଭୋଟ୍ ନାକଚ ହୋଇଥିବା ସୂଚନା ମିଳିଛି । ଦ୍ରୌପଦୀଙ୍କ ବିଜୟକୁ ଉତ୍ସୁକତାର ସହ ଅପେକ୍ଷା କରିଛି ଦେଶ |






More Stories
ଏଣକି ରୁପା ଅଳଙ୍କାରରେ ମିଳିବ ଲୋନ୍…..
ପିଲାଙ୍କ ପାଇଁ ଆରଜେଡି କଣ କରିବାକୁ ଚାହୁଁଛି……
ଭାରତ ଆସିବେ ଟ୍ରମ୍ପ୍…..