ରିପୋର୍ଟ କାର୍ଡ / ଭୁବନେଶ୍ୱର
ସର୍ତ୍ତମୂଳକ ଜାମିନ ମିଳିବ ପରେ ଆଜି ବାଣପୁର ସବଜେଲ୍ରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁକୁଳିଛନ୍ତି । ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ମିଳିଥିବା ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି | ସର୍ତ୍ତ ଅନୁସାରେ, ଚିଲିକା ବିଧାୟକ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ। ନିର୍ବାଚନ ମଣ୍ଡଳୀକୁ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବା ତାଙ୍କ ପାଇଁ ଜରୁରୀ। ଏହା ସହ ବିଧାୟକ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..