ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ ଅଭିନେତା ରଣବୀର କପୁର ନଗ୍ନ ଫଟୋ ଶେୟାର କରିବା ହଙ୍ଗାମା ପଡିଛି । ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିବା ବେଳେ କେତେକ ରଣବୀରଙ୍କୁ ସମାଲୋଚନା କରିଛନ୍ତି। ହେଲେ ଏବେ ଏହି ଘଟଣା ଥାନାରେ ପହଞ୍ଚିଛି। ରଣବୀର ମହିଳାଙ୍କୁ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ କରି ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ମାମଲା କିଏ କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏକ ମେଗାଡଜିନ ଓ ପେପର ପାଇଁ ନ୍ୟୁଡ୍ ଫଟୋ ଶୁଟ୍ କରିଥିଲେ ବଲିଉଡ ଅଭିନେତା ରଣବୀର । ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସ ମଧ୍ୟ ଏଭଳି ଏକ ଫଟୋ ଶୁଟ୍ କରିଥିଲେ। ବର୍ଟଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋ ଶୁଟ୍ କରାଯାଇଥିବା ସୂଚନା ମିଳିଛି।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..