ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟୁଜ୍ ଚାନେଲ ଏନଡି ଟିଭିକୁ ଗୌତମ ଅଦାନୀ କିଣିଛନ୍ତି । ଏଏମଜି ମେଡ଼ିଆ ନେଟୱାର୍କସ ଲିମିଟେଡ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧ କିଣିଥିବା ସୂଚନା ମିଳୁଛି । ଖୁବଶୀଘ୍ର ଅଦାନୀ ଗ୍ରୁପ ପକ୍ଷରୁ ଓପନ ଅଫର ଘୋଷଣା କରାଯିବ । ଆଗକୁ ଏନଡି ଟିଭିରେ ନ୍ୟୁଜ୍ ପ୍ରସାରଣ ମଜବୁତ ହୋଇପାରିବ । ଏନେଇ ଆଜି ସୂଚନା ଦେଇଛନ୍ତି ଅଦାନୀ ମେଡ଼ିଆ ଏଣ୍ଟରପ୍ରାଇଜର୍ସର ଏଡିଟର-ଇନ-ଚିଫ୍ ଆଣ୍ଡ ସିଇଓ ସଞ୍ଜୟ ପୁଗାଲିଆ । କହିଛନ୍ତି କି ଜନସାଧାରଣଙ୍କୁ ନୂଆ ଜେନେରେସନର ମେଡ଼ିଆ ପ୍ଲାଟଫର୍ମ ପ୍ରଦାନ କରାଯିବ ।






More Stories
ଇସ୍ତଫା ଦାବି ଉପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ !…..
ମୋଦିଙ୍କୁ ମେସେଜ୍ ଦେଲେ ରାହୁଲ…..
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….