ରିପୋର୍ଟ କାର୍ଡ / ପୁରୀ
ପୁରୀ ମଙ୍ଗଳା ଘାଟରୁ ୮୯୦ ଗ୍ରାମ୍ ଧଳାଜହର ଜବତ ହୋଇଛି । ବାସେଳୀସାହି ଥାନା ପୋଲିସ ଓ ଏସଟିଏଫ୍ ପକ୍ଷରୁ ଚଢ଼ାଉ କରି ବ୍ରାଉନ୍ସୁଗାର ଜବତ କରିଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୯୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ରାଜ୍ୟର ରାଜଧାନୀ ସମେତ ଅନେକ ସ୍ଥାନରେ ଧଳାଜହର ଜବତ ହୋଇଥିବା ବେଳେ କିଛି ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ତଥାପି ରାଜ୍ୟରେ ଧଳାଜହର କାରବାର ଥମିବାରେ ନାଁ ନେଉନାହିଁ । ପୋଲିସ ମଖ୍ୟ କାରବାରର ପର୍ଦ୍ଦାଫାସ କରିପାରୁନଥିବା ଦେଖିବାକୁ ମିଳୁଛି ।






More Stories
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..