ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହୋଟେଲ ରୁମରେ ପର୍ଣ୍ଣ ଭିଡିଓ ସୁଟ୍ କରିବା ଅଭିଯୋଗରେ ଦମ୍ପତିଙ୍କୁ ଗରିଫ କରାଯାଇଛି । ଇଣ୍ଡୋନେସିଆରେ ଦମ୍ପତିଙ୍କୁ ୬ ବର୍ଷ ଜେଲଦଣ୍ଡ ହୋଇପାରେ । ତେବେ ଦମ୍ପତି ୨ ଜଣ ହୋଟେଲ ରୁମରେ ମାସ୍କ ଲଗାଇ ପର୍ଣ୍ଣ ଫିଲ୍ମ ଶୁଟ୍ କରିଥିଲେ । ଏହା ପରେ ପୋଲିସ ଦୁହିଁଙ୍କୁ ଖୋଜିଥିଲେ। ଡେଲିଷ୍ଟାର ରିପୋର୍ଟ ଅନୁସାରେ, ଦମ୍ପି ୨ ଜଣ ଇଣ୍ଡୋନେସିଆର ବାସିନ୍ଦା । ସେମାନଙ୍କର ଆଡଲ୍ଟ ଭିଡିଓ ସମଗ୍ର ଦେଶରେ ଭାଇରାଲ ହୋଇଥିଲା । ଇଣ୍ଡୋନେସିଆରେ ପର୍ଣ୍ଣୋଗ୍ରାଫୀକୁ ବ୍ୟାନ୍ କରାଯାଇଛି । ଏହି ଆଡଲ୍ଟ ଭିଡିଓ କେବାୟା ମେରହା ନାମରେ ଅନଲାଇନରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଯୁବତୀ ପାରମ୍ପରିକ ଲେସ ଟପରେ ନଜର ଆସିଥିଲେ । ପରିଚୟ ଲୁଚାଇବାକୁ ଯାଇ ଦମ୍ପତି ମାସ୍କ ପିନ୍ଧିଥିଲେ । ଏହା ପରେ ବି ଦୁହିଁଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିଛି । ଭିଡିଓର ବ୍ୟାକଗ୍ରାଉଣ୍ଡକୁ ଦେଖି ପୋଲିସ ସନ୍ଦେହ କରିଥିଲା ଓ ଦମ୍ପତିଙ୍କ ପାଖରେ ପହଞ୍ଚିପାରିଥିବା ନେଇ ସୂଚନା ମିଳିଛି ।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….