ରିପୋର୍ଟ କାର୍ଡ / ଭୁବନେଶ୍ବର
ବ୍ଲାକ୍ ମେଲର ଲେଡି ଅର୍ଚ୍ଚନା ନାଗଙ୍କ ବାପାଙ୍କୁ ଇଡି ଜେରା କରିଛି । ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଜେରା କରାଇଥିଲା। ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ଖୋଳତାଡ଼ କରୁଛି। ଅର୍ଚ୍ଚନାଙ୍କ ସଂପର୍କରେ ଅଧିକ ତଥ୍ୟ ମଧ୍ୟ ସଂଗ୍ରହ କରୁଛି ଇଡି। ସେ ୫ ବର୍ଷରେ କିଭଳି ଏତେ ଟଙ୍କାର ମାଲିକ ହେଲେ ସେନେଇ ଖୋଳତାଡ଼ ଜାରିରହିଛି ଇଡି |






More Stories
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..