ରିପୋର୍ଟ କାର୍ଡ / ଭୁବନେଶ୍ବର
ବ୍ଲାକ୍ ମେଲର ଲେଡି ଅର୍ଚ୍ଚନା ନାଗଙ୍କ ବାପାଙ୍କୁ ଇଡି ଜେରା କରିଛି । ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଜେରା କରାଇଥିଲା। ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ଖୋଳତାଡ଼ କରୁଛି। ଅର୍ଚ୍ଚନାଙ୍କ ସଂପର୍କରେ ଅଧିକ ତଥ୍ୟ ମଧ୍ୟ ସଂଗ୍ରହ କରୁଛି ଇଡି। ସେ ୫ ବର୍ଷରେ କିଭଳି ଏତେ ଟଙ୍କାର ମାଲିକ ହେଲେ ସେନେଇ ଖୋଳତାଡ଼ ଜାରିରହିଛି ଇଡି |






More Stories
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..