Report Card Odisha

| Daily Odia News

ଭୂମିକମ୍ପରେ ଥରିଲା ପଞ୍ଜାବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବର ଅମୃତସହରରେ ଆଜି ଭୂକମ୍ପର ହୋଇଛି । ପଞ୍ଜାବର ଅମୃତସହରରୁ ୧୪୫ କିଲୋମିଟର ଉତ୍ତର-ପଶ୍ଚିମରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ କରାଯାଇଛି । ଏନସିଏସ ସୂଚନାନୁଯାୟୀ, ଏହି ଭୂକମ୍ପ ଭୂମି ଠାରୁ ୧୨୦ କିଲୋମିଟର ଗଭୀର । ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି ।

Breaking News