ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ଅମୃତସହରରେ ଆଜି ଭୂକମ୍ପର ହୋଇଛି । ପଞ୍ଜାବର ଅମୃତସହରରୁ ୧୪୫ କିଲୋମିଟର ଉତ୍ତର-ପଶ୍ଚିମରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ କରାଯାଇଛି । ଏନସିଏସ ସୂଚନାନୁଯାୟୀ, ଏହି ଭୂକମ୍ପ ଭୂମି ଠାରୁ ୧୨୦ କିଲୋମିଟର ଗଭୀର । ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….