Report Card Odisha

| Daily Odia News

ପଦ୍ମପୁରରେ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଧର ଚାଲିଛି ପ୍ରଚାର । ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରଚାର | ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ମୁଖ୍ୟମନ୍ତ୍ରୀ ଡିସେମ୍ବର ୨ ତାରିଖରେ ପଦ୍ମପୁର ନିର୍ବାଚନ ପ୍ରଚାରରେ ଆସିବେ । ପଦ୍ମପୁର ଏନ୍‌ଏସି ସମେତ ୩ ବ୍ଲକ୍‌ ରାଜବୋଡ଼ାସମ୍ବର, ପାଇକମାଳ ଓ ଝାରବନ୍ଧ ବ୍ଲକରେ ୩ଟି ନିର୍ବାଚନୀ ସଭା ଜରିଆରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ୍‌ ପ୍ରଚାର କରିବେ |

 

Breaking News