ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ସୁନୀଲ ବଂଶଲ। ୨୦୨୪ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ | ଦଳକୁ କିଭଳି ଅଧିକ ମଜଭୁତ କରି ହେବ ସେନେଇ ମନ୍ତ୍ର ଦେବେ ବଂଶଲ। ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ମୋ ବୁଥ୍, ସବୁଠୁ ମଜଭୁତ କାର୍ଯ୍ୟକ୍ରମ କିଭଳି ଆଗକୁ ବଢିବ ସେନେଇ ଗୁରୁମନ୍ତ୍ର ଦେବେ । ଧାମନଗର ଓ ପଦ୍ମପୁର ଫଳାଫଳକୁ ନେଇ ମଧ୍ୟ ସମୀକ୍ଷା କରାଯିବ। ଆଜି ଦୁଇଟି ପର୍ଯ୍ୟାୟରେ ବୈଠକ ହେବବୋଲି ସୂଚନା ମିଳୁଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..
ମୁଖ୍ୟମନ୍ତ୍ରୀ ୟୁନିଟ୍-ଗ୍ରୁପ୍ କମ୍ପାନୀ ସହ କରିବେ ଆଲୋଚନା…..