ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରାଳୟ ଆଫଗାନିସ୍ତାରେ ଝିଅମାନଙ୍କ ବିଶ୍ବବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ନେଡ଼ା ମହମ୍ମଦ ନଦୀମ୍ଙ୍କଦ୍ବାରା ସ୍ବାକ୍ଷରିତ ଏବଂ ସମସ୍ତ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ପ୍ରତି ଜାରି ହୋଇଥିବା ଉକ୍ତ ନିଷେଧାଦେଶରେ ଉଲ୍ଲେଖ ଅଛି, ପରବର୍ତ୍ତୀ ନୋଟିସ୍ ଜାରି ହେବାଯାଏଁ ମହିଳାମାନଙ୍କ ଶିକ୍ଷା ବାତିଲ ପାଇଁ ଜାରି କରାଯାଇଥିବା ଆଦେଶ ତୁରନ୍ତ ଲାଗୁ କରିବା ଲାଗି ଆପଣମାନଙ୍କୁ ଅବଗତ କରାଗଲା।






More Stories
ଜିତିଲେ ପ୍ରଶାନ୍ତ କିଶୋର…..
ବିମାନ ଦୁର୍ଘଟଣା;୧୩ ମୃତ…..
ବିକ୍ଷୋଭକାରୀଙ୍କ ଉପରୁ ମାମଲା ହଟାଇବାକୁ ଦାବି କଲେ ଅଭିଜିତ୍…..