ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓସିଏସ ଆଶାୟୀ ପ୍ରାର୍ଥୀ ଆଉଥରେ ପରୀକ୍ଷା ଦେଇପାରିବେ | ଓସିଏସଇ-୨୦୧୯, ୨୦ ଏବଂ ୨୧ରେ ପରୀକ୍ଷା ଦେଇଥିବା ଆଶାୟୀଙ୍କୁ ସୁଯୋଗ ମିଳିବ । ସର୍ବୋଚ୍ଚ ବୟସ ସୀମାରେ କୋହଳ କରାଯାଇ ଆଉ ଥରେ ସେମାନଙ୍କୁ ସୁଯୋଗ ମିଳିବ ବୋଲି କୁହାଯାଇଛି । ପରୀକ୍ଷା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ରିଜୋଲ୍ୟୁସନ ଜାରୀ ହୋଇଛି ।
More Stories
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..