ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତାକାଲି ଓଡ଼ିଶାବାସୀ ପାଇବେ ୫ଜି ଇଣ୍ଟରନେଟ ସେବା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ସହରରେ ଏହି ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ସହର ସହ ଗ୍ରାମାଞ୍ଚଳରେ ଏହି ସେବା ଉପଲବ୍ଧ | ଜାନୁଆରୀ ୫ରେ ଭୁବନେଶ୍ୱରରୁ ୫ଜି ସେବାକୁ ଉଦ୍ଘାଟନ କରିବେ କେନ୍ଦ୍ର ଇଲୋେକ୍ଟ୍ରାନିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।






More Stories
ବିଜୁଳି ଘଡ଼ଘଡ଼ି ସହ ବର୍ଷା!…..
ତାରାଙ୍କ ବିସ୍ଫୋରକ ବୟାନ…..
ଆଦିବାସୀ,ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ହେବ…..