ରିପୋର୍ଟ କାର୍ଡ / କେନ୍ଦ୍ରାପଡା
କେନ୍ଦ୍ରାପଡ଼ା ଜିଲ୍ଲାର ଜାତୀୟ ଉଦ୍ୟାନ ଭିତରକନିକା ଆଜିଠାରୁ ବନ୍ଦ ରହିଛି । ଏଥିପାଇଁ ପର୍ଯ୍ୟଟକ ମାନଙ୍କୁ ବନ୍ଦ କରି ଦିଆଯାଇଛି । ଏହି ସମୟରେ ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ଗଣନା କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ୪ ଜାନୁଆରୀ ଠାରୁ ଆସନ୍ତା ୧୪ ଜାନୁଆରୀ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ତେବେ ୧୧ ଦିନ ଧରି ଭିତର କନିକାରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଜାରି ରହିବ ।
More Stories
ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍…..
ଡ୍ରାଇଭର ସଂଘ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ…..
ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ……