ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ଚିତ୍ତୋର ପୋଲିସ ଥାନା ଅନ୍ତର୍ଗତ ବୁର୍କାନକୋଣ୍ଟା ଠାରେ ନକ୍ସଲ ଜଣେ ଗ୍ରାମବାସୀକୁ ପୋଲିସ ଇନଫର୍ମର ସଂଦେହରେ ହତ୍ୟା କରିଛନ୍ତି । ମୃତ ଗ୍ରାମବାସୀ ଜଣକ ହେଲେ ସୋୟମ ସୁବ୍ବା । ସୋୟମ ପୋଲିସର ଇନଫର୍ମର ଭାବେ କାମ କରୁଥିବା ନକ୍ସଲ ଅଭିଯୋଗ କରିଛନ୍ତି । ସୋୟମ ବୁଡକାଡ ଗ୍ରାମର ନିବାସୀ ଥିଲେ। ଶବ ନିକଟରେ ଏକ ପୋଷ୍ଟର ନକ୍ସଲ ଛାଡି ଯାଇଛନ୍ତି । ଏହି ପୋଷ୍ଟରରେ ନକ୍ସଲ ସୋୟମ ପୋଲିସ ନେଟୱର୍କରେ ରହି କାମ କରୁଥିଲା।






More Stories
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..