ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟର ତିନିଟି ସହରରେ ୫ଜି ସେବା । ଭୁବନେଶ୍ବର ଓ କଟକ ପରେ ଏବେ ରାଉରକେଲାରେ ୫ଜି ସେବା ଆରମ୍ଭ ହୋଇଛି । ସେଠାରେ ଏୟାରଟେଲ୍ର ୫ଜି ଉପଲବ୍ଧ ହୋଇଛି। ହକି ବିଶ୍ବକପ୍କୁ ଦୃଷ୍ଟିରେ ରଖି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ମଧ୍ୟ କଂପାନିର ୫ଜି ସେବା ମିଳିବ। ଗତ ୫ରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ୫ଜି ସେବା ଆରମ୍ଭ କରିଥିଲେ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..
ମୁଖ୍ୟମନ୍ତ୍ରୀ ୟୁନିଟ୍-ଗ୍ରୁପ୍ କମ୍ପାନୀ ସହ କରିବେ ଆଲୋଚନା…..