ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ପଟିଆ ଷ୍ଟେସନରେ ଦୁଇ ଜଣ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତାଙ୍କ ନାଁ କୁଷ୍ଣ ମଲିକ ଘର ବାଙ୍କି ଅଞ୍ଚଳରେ ବୋଲି ଜଣାଯାଇଛି। ସେହିପରି ଅନ୍ୟ ଅଭିଯୁକ୍ତ ବୁଲୁକୁ ପୋଲିସ ଗିରଫ କରି ନାହିଁ। ବୁଲୁର ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣାଯାଇଛି। ପୋଲିସ ବୁଲୁ ସହ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଖୋଜାଖୋଜି କରୁଛି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….