ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ପଟିଆ ଷ୍ଟେସନରେ ଦୁଇ ଜଣ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତାଙ୍କ ନାଁ କୁଷ୍ଣ ମଲିକ ଘର ବାଙ୍କି ଅଞ୍ଚଳରେ ବୋଲି ଜଣାଯାଇଛି। ସେହିପରି ଅନ୍ୟ ଅଭିଯୁକ୍ତ ବୁଲୁକୁ ପୋଲିସ ଗିରଫ କରି ନାହିଁ। ବୁଲୁର ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣାଯାଇଛି। ପୋଲିସ ବୁଲୁ ସହ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଖୋଜାଖୋଜି କରୁଛି।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….
ଭୁବନେଶ୍ୱରରେ ରାଷ୍ଟ୍ରପତି…..