Report Card Odisha

| Daily Odia News

ଖଡ଼ିଆଳ ବିଡ଼ିଓ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଗିରଫ ହୋଇଛନ୍ତି | ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି | ନାରାୟଣ ସାହୁଙ୍କ ପାଖରୁ ୧୦୬ ପ୍ରତିଶତ ସମ୍ପତ୍ତି ଠାବକରିଥିଲା ଭିଜିଲାନ୍ସ |

Breaking News