ରିପୋର୍ଟ କାର୍ଡ / ଭୁବନେଶ୍ଵର
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଗୁଳିମାରି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ଏଆଇସି ଗୋପାଳ ଦାସ ଗିରଫ | ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଗୋପାଳଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ତାଙ୍କୁ ୭ ଦିନ ରିମାଣ୍ଡରେ ଆଣି ପଚରା ଉଚୁରା କରାଯିବ | ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି |






More Stories
ଖୋଲିବ ୩୫ ନୂଆ ଯୁକ୍ତ ଦୁଇ କଲେଜ…..
ଆଜି ଅଧରପଣା…..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷୀବ……