ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ୍ SOG ମଧ୍ୟ ରହିବେ । ରୁଫ୍ ଟପ୍ ସିକ୍ୟୁରିଟି ରହିବ । କ୍ୱିକ୍ ରିଆକ୍ସନ ଟିମ ମୁତୟନ ରହିବେ । ଡଗ୍ ସ୍କ୍ଵାଡ, ବୋମା ନିଷ୍କ୍ରିୟ ଦଳ ମଧ୍ୟ ମୁତୟନ ରହିବେ । ବିଧାନସଭା ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରିବ ସେନେଇ ରଣନୀତି ପ୍ରସ୍ତୁତ ଚାଲିଛି।






More Stories
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..
ଆସିଲା ସୌମ୍ୟ ପୋଷ୍ଟମର୍ଟମ ରିପୋର୍ଟ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….