ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆନ୍ତର୍ଜାତୀୟ ମାତୃଭାଷା ଦିବସରେ ଶାହା ଚାରିଟେବୁଲ ଟ୍ରଷ୍ଟ ପରିବାର ଉତ୍ତର ପ୍ରଦେଶ ପକ୍ଷରୁ ଡ ନାରାୟଣ ମହାପାତ୍ର ଙ୍କୁ “ଜାତୀୟ କର୍ମବୀର ସମ୍ମାନ ୨୦୨୩ ” ରେ ସମ୍ମାନିତ କରାଯାଇଛି। ଆନ୍ତର୍ଜାତୀୟ ହ୍ୟୁମାନଟେରିଆନ ଅନୁଷ୍ଠାନ ଦି କିଙ୍ଗଡମ ଅଫ ନ୍ୟୁ ଆଟଲାଣ୍ଟିକ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଶ୍ରୀ ମହାପାତ୍ର ଙ୍କୁ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରାଯାଇଛି | ଟ୍ରଷ୍ଟ ପକ୍ଷରୁ ସମାଜ ରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ମାଗଣା ସ୍ୱାସ୍ଥ୍ୟ ସେବା ନିମନ୍ତେ ଏହି ସମ୍ମାନ ପ୍ରଦାନ କରଯାଇଛି |






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..