ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆମ୍ବୁଲାନ୍ସରେ ରୋଗୀ ପରିବର୍ତ୍ତେ ଗଞ୍ଜେଇ ଚାଲାଣ ହେଉଥିଲା | ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ଯାଉଥିଲା ଆମ୍ବୁଲାନ୍ସ। ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତା ଚଡି ଦେଉଥିଲେ ସମସ୍ତେ | ହଠାତ୍ ଆମ୍ବୁଲାନ୍ସ କୁ ଅଟକାଇଲା ଅବକାରୀ ବିଭାଗ ଯାଞ୍ଚ ବେଳେ ବାହାରିଲା ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ । ଏହା ଦେଖି ଅବକାରୀ ବିଭାଗ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରି ଘଟଣା ସୋନପୁର ଜିଲ୍ଲାର କୁଞ୍ଜ ଛକରେ ହୋଇଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….