ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୮ ତାରିଖ ଅର୍ଥାତ ଆସନ୍ତାକାଲି ହୋଲି ଉତ୍ସବ | ଏହାକୁ ଦୃଷ୍ଟିରେ ରଖି ପ୍ରଥମାର୍ଦ୍ଧରେ ରାଜଧାନୀ ଅଂଚଳ ଓ ରାଉରକେଲାରେ ମୋ’ ବସ୍ ସେବା ବନ୍ଦ ରହିବ । କ୍ରୁଟ୍ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍ କରାଯାଇଥିବା ସଂଶୋଧିତ ସାରଣୀ ଅନୁଯାୟୀ ଦିନର ଦ୍ୱିତୀୟାର୍ଦ୍ଧରେ ମୋ ବସ୍ ସେବା କାର୍ଯ୍ୟକ୍ଷମ ହେବ । ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଭୁବନେଶ୍ୱରରେ ଚଳାଚଳ କରୁଥିବା ମୋ’ ଇ-ରାଇଡ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ।ବୁଧବାର ହୋଲି ପାଳନ ହେବାକୁ ଥିବା ବେଳେ ଏ ନେଇ ମୋ ବସ୍ ସେବା ବନ୍ଦ ରହିବ। ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବା ବେଳେ ପରେ ସ୍ବାଭାବିକ ହେବା ନେଇ ସୂଚନା ମିଳିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..