ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ରଙ୍ଗର ପର୍ବ ହୋଲି | ଏହାକୁ ବସନ୍ତ ଉତ୍ସବ ମଧ୍ୟ କୁହାଯାଏ | ଫଗୁଣ ବିଦାୟ ନେବା ପୂର୍ବରୁ ରଙ୍ଗରେ ରଙ୍ଗେଇଦେଇ ଯାଏ ସଭିଙ୍କୁ। ହିନ୍ଦୁ ପରମ୍ପରା ଅନୁସାରେ ଦୋଳଗୋବିନ୍ଦ ଅବିର ବୋଳି ହୋଇଥାନ୍ତି ଦୋଳ ପୂର୍ଣ୍ଣିମାରେ। ତେଣୁ ସେ ସମସ୍ତଙ୍କୁ ରଙ୍ଗରେ ରଙ୍ଗେଇଥାନ୍ତି | ହୋଲିକୁ ପ୍ରେମର ପର୍ବ କୋଳି ମଧ୍ୟ କୁହାଯାଏ | ହୋଲି ହେଉଛି ଏକ ଭାଇ ଚାରାର ପର୍ବ | ସବୁ ଧର୍ମାଲମ୍ବି ହୋଲି ପର୍ବ ପାଳନ କରିଥାନ୍ତି | ଭାରତ ବର୍ଷରେ ସବୁ ଜାଗାରେ ହୋଲି ପର୍ବ ପାଳନ କରାଯାଏ | ବିଧି ଓ ପରମ୍ପରା ଅନୁସାରେ ହୋଲିକା ଦହନ, ଦହିହାଣ୍ଡି ଭଙ୍ଗା, ଲଉଡ଼ି ଖେଳ ଓ ନାଚଗୀତରେ ଝୁମିଛି ସାରା ଓଡ଼ିଶା।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..