ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଦୁଇ ବର୍ଷ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋଶାଲ ମିଡିଆ ସାଇଟ୍କୁ ଫେରିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକ୍କୁ ବ୍ୟାକ କରିଛନ୍ତି । ବ୍ୟାନ୍ ହଟିବା ପରେ ଟ୍ରମ୍ପ ପ୍ରଥମ ପୋଷ୍ଟ ଶେଆର କରି ଇଂରାଜୀରେ ଲେଖିଛନ୍ତି ‘ଆଇ ଏମ୍ ବ୍ୟାକ୍!’। ଟ୍ରମ୍ପ ନିଜର ପୋଷ୍ଟ ସହ ୧୨ ସେକେଣ୍ଡର ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ଜରିଆରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିଛନ୍ତି। ସେ ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ‘ମେକ୍ ଆମେରିକା ଗ୍ରେଟ୍ ଅଗେନ୍’କୁ ଭିଡିଓରେ ଯୋଡିଛନ୍ତି।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……