ରିପୋର୍ଟ କାର୍ଡ / ବାଲେଶ୍ୱର
ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା | ଶନିବାର ବଜ୍ରପାତରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲାରେ ୧୩ଟି ଗାଈ ଏହି ବଜ୍ରପାତର ଶିକାର ହୋଇଥିବା ବେଳେ ଏବେ ବି ୧୨ରୁ ଅଧିକ ଗୁରୁତର ଅଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ପ୍ରତାପପୁରଠାରେ ବଜ୍ରାଘାତରେ ୧୩ଟି ଗୋରୁ ପ୍ରାଣ ହରାଇଛନ୍ତି । ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁରରେ ଅପରାହ୍ନରେ ହୋଇଥିବା ବଜ୍ରପାତ ମୃତ୍ୟୁର ତାଣ୍ଡବ ରଚିଛି । ଏକ ଅବ୍ୟବହୃତ ଘରେ ୨୫ରୁ ଅଧିକ ଗୋରୁ ରହିଥିଲେ ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..