ରିପୋର୍ଟ କାର୍ଡ / ଭୁବନେଶ୍ବର
ତ୍ରିନେତ୍ର ରିସର୍ଚ୍ଚ ଆଣ୍ଡ ଇନଭେସିଟିଗେସନ ପକ୍ଷରୁ ଡ଼ ନାରାୟଣ ମହାପାତ୍ର ଙ୍କୁ ସାମାଜ ସେବା ନିମନ୍ତେ ଭାରତ ଗୌରବ ସମ୍ମାନ ୨୦୨୩ ପ୍ରଦାନ କରାଯାଇଛି | ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଭାବେ କାର୍ଯ୍ୟରତ ଡ଼ ମହାପାତ୍ର ସାମାଜ ସେବା ଓ ରକ୍ତ ଦାନ ଶିବିର ଆୟୋଜନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି | ଅନୁଷ୍ଠାନ ପକ୍ଷରୁ ଅବହେଳିତ ବରିଷ୍ଠ ଗୁରୁଜନଙ୍କ ଓ ଅନାଥ ଆଶ୍ରମର ଛୋଟ ପିଲା ମାନଙ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ | ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରି ବ୍ଲଡ ବ୍ୟାଙ୍କ ରେ ଯୋଗାଇଥାନ୍ତି |






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..