ରିପୋର୍ଟ କାର୍ଡ / କଟକ
ଆସନ୍ତା ୨୨ ତାରିଖରୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଗ୍ରୀଷ୍ମ ଅବକାଶ। ତେବେ ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ ଓ ଏଥିପାଇଁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହି ଛୁଟି ଦିନ ଗୁଡ଼ିକରେ ଅବକାଶକାଳୀନ ଖଣ୍ଡପୀଠ ମେ’ ୨୩, ୨୫, ୩୦ ଓ ଜୁନ୍ ମାସ ୧, ୬, ୮, ୧୨ ଓ ୧୩ ତାରିଖରେ ଜରୁରୀ ମାମଲାର ଶୁଣାଣି କରିବେ।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……