ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଝାରପଡା ଜେଲର ଜଣେ ମହିଳା କଏଦୀ ମୃତ୍ୟୁବରଣ କରିଛନ୍ତି । ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା କଏଦୀ ସୁକାନ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ୨୦୧୩ ମସିହାରୁ ଜେଲରେ ବନ୍ଦୀ ରହିଥିବା ବେଳେ ସୁକାନ୍ତିଙ୍କର ମାନସିକ ବିକୃତି ଥିବା ସୂଚନା ମିଳିଛି । ତେବେ ହାଜତ ମୃତ୍ୟୁ ଗାଇଡଲାଇନ ଅନୁସାରେ, ଏହାର ତଦନ୍ତ କରାଯିବ ବୋଲି କୁହାଯାଇଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..