ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଣ୍ଡ ଆନାଲିସିସ ୱିଙ୍ଗର ନୂଆ ମୁଖ୍ୟ ଭାବେ ରବି ସିହ୍ନା ରିସର୍ଚ୍ଚ ନିଯୁକ୍ତ ହୋଇଛନ୍ତି | ସେ ହେଉଛନ୍ତି ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍ ଅଧିକାରୀ। କ୍ୟାବିନେଟର ନିଯୁକ୍ତି କମିଟି ସିହ୍ନାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନର ‘ର’ମୁଖ୍ୟ ସାମନ୍ତ ଗୋଲଲଙ୍କର କାର୍ଯ୍ୟକାଳ ଜୁନ ୩୦ରେ ସମାପ୍ତ ହେବା ପରେ ରବି ସିହ୍ନା କାର୍ଯ୍ୟଭାର ସମ୍ଭାଳିବେ। ଶ୍ରୀଯୁକ୍ତ ସିହ୍ନା ଏହି ପଦରେ ୨ ବର୍ଷ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..