ରିପୋର୍ଟ କାର୍ଡ / ପିପିଲି
ସୁନାବେଶ ଦର୍ଶନ ଲାଗି ଯିବାବେଳେ ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ବୋଲି ଜଣାପଡିଛି । ଗତକାଲି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀ ଯିବା ରାସ୍ତାରେ ଭିଡ ଜମିଥିଲା । ଏହି ସମୟରେ ବାଇକ ଓ କାର ମଧ୍ୟରେ ପୃଥକ ପୃଥକ ଭାବେ ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ପ୍ରଥମେ ସାକ୍ଷୀଗୋପାଳ ହସ୍ପିଟାଲ ନିଆଯାଇଥିବା ବେଳେ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅମ୍ବୁଲାନ୍ସକୁ ଡକାଯାଇ ୧୬ ଜଣ ଆହତ ଏବଂ ୧୦ ଗୁରୁତରଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..