ଆମ ସହର ବଡ଼ ଖବର ରାଜ୍ୟ ମୁକୁଳା ଡ୍ରେନରେ ପଡି ଯୁବକ ମୃତ୍ୟୁ….. Report Card Bureau July 16, 2023 ରିପୋର୍ଟ କାର୍ଡ / କଟକରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ସହରରେ ଚାରିଆଡେ ପାଣି ଭର୍ତ୍ତି ହୋଇରହିଛି । ଏହି ସମୟରେ କଟକ ନିମାସାହିରେ ଘଟିଛି ଏକ ଅଘଟଣ । ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକଙ୍କ ନାମ ରାହୁଲ ବୋଲି ଜଣାପଡିଛି । Post navigationPrevious ଏନ୍ଡିଏ ବୈଠକରେ ଯୋଗଦେବେ ଚିରାଗ ପାଶଓ୍ୱାନ !…..Next ଲଘୁଚାପ ସୃଷ୍ଟି,ପ୍ରବଳ ବର୍ଷା ସମ୍ଭାବନା…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା….. June 25, 2026 Report Card Bureau ରାଜନୀତି ରାଜ୍ୟ ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!…. June 25, 2026 Report Card Bureau ରାଜ୍ୟ ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍…… June 25, 2026 Report Card Bureau
More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……