ଆମ ସହର ବଡ଼ ଖବର ରାଜ୍ୟ ମୁକୁଳା ଡ୍ରେନରେ ପଡି ଯୁବକ ମୃତ୍ୟୁ….. Report Card Bureau July 16, 2023 ରିପୋର୍ଟ କାର୍ଡ / କଟକରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ସହରରେ ଚାରିଆଡେ ପାଣି ଭର୍ତ୍ତି ହୋଇରହିଛି । ଏହି ସମୟରେ କଟକ ନିମାସାହିରେ ଘଟିଛି ଏକ ଅଘଟଣ । ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକଙ୍କ ନାମ ରାହୁଲ ବୋଲି ଜଣାପଡିଛି । Post navigationPrevious ଏନ୍ଡିଏ ବୈଠକରେ ଯୋଗଦେବେ ଚିରାଗ ପାଶଓ୍ୱାନ !…..Next ଲଘୁଚାପ ସୃଷ୍ଟି,ପ୍ରବଳ ବର୍ଷା ସମ୍ଭାବନା…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ବଡ଼ ଖବର ରାଜ୍ୟ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ….. October 12, 2026 Report Card Bureau ଅପରାଧ ଆମ ସହର ରାଜ୍ୟ ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ….. October 12, 2026 Report Card Bureau 1 min read ରାଜ୍ୟ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ….. October 12, 2026 Report Card Bureau
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..