ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବାର୍ ଓ ଡ୍ୟାନ୍ସ ବାର୍ରେ ଚଢାଉ | ଅବକାରୀ ବିଭାଗ ଅତର୍କିତ ଭାବେ ଚଢାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା । ଖବର ଅନୁଯାୟୀ, ରବିବାର ରାତିରେ ଅବକାରୀ ବିଭାଗ ଏକ ଟିମ୍ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ବିଭିନ୍ନ ଡ୍ୟାନ୍ସ ବାର୍ରେ ଚଢାଉ ହୋଇଥିଲା । ଅବକାରୀ ବିଭାଗର ଏନ୍ସେପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..