Report Card Odisha

| Daily Odia News

ଚନ୍ଦ୍ରବାବୁଙ୍କ ଜାମିନ ଆବେଦନ ଖାରଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଆନ୍ଧ୍ୟ ପ୍ରଦେଶ ହାଇକୋର୍ଟ | ଇନର ରିଂଗ ରୋଡ, ଫାଇବର ନେଟ ଏବଂ ଅଂଗୁଲ୍ଲୁ ୩୦୭ ମାମଲାରେ ଖାରଜ ହୋଇଥିବା ଜଣାପଡିଛି |

Breaking News