ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକାଧିକ ‘ଏଲ୍ପିଜି’ ସିଲିଣ୍ଡର୍ ଫାଟି କଲେଜର ୨ଟି ବସ୍ ପୋଡ଼ିଯାଇଛି | ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ପିମ୍ପ୍ରି ଚିଞ୍ଚ୍ୱାଡ଼ ସହରର ତଥାୱାଡ଼େ ଅଞ୍ଚଳରେ | ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଥିଲେ | ସମ୍ଭବତଃ ଟ୍ୟାଙ୍କର୍ରୁ ବେଆଇନ୍ ଭାବେ ‘ଏଲ୍ପିଜି’ ଭର୍ତ୍ତି କରାଯାଉଥିବା ବେଳେ ସିଲିଣ୍ଡର୍ ବିସ୍ଫୋରଣ ଘଟିଥାଇ ପାରେ ବୋଲି ପୋଲିସ ଓ ସରକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ୫ଟି ‘ଏଲ୍ପିଜି’ ସିଲିଣ୍ଡର୍ ବିସ୍ଫୋରଣ ହୋଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି |






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..