ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି | ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର । ଏ ସମ୍ପର୍କରେ ଆଜି ଷ୍ଟକହୋମଠାରେ ରୟାଲ ସ୍ବିଡିସ ଏକାଡେମି ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି । ମହିଳା ଶ୍ରମ ବଜାରର ଫଳାଫଳ ବିଷୟରେ ଆମର ଜ୍ଞାନ ବିକାଶ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି ।






More Stories
ଭାରତ କୁ ଧମକ ଦେଲା ଇରାନ…..
ଟିଏମ୍ସି ବିଧାୟକଙ୍କ ଘରେ IT ରେଡ଼ …..
ସଂସଦର ସ୍ବତନ୍ତ୍ର ଅଧିବେଶନ ଶେଷ…..